www.samajalive.in
Sunday, December 14, 2025
15.1 C
Bhubaneswar

ବିଜ୍ଞାପନଦାତାଙ୍କୁ ଟଙ୍କା ମାଗିଲା ଟ୍ବିଟର୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା, ରାଜନେତାଙ୍କ ବ୍ଲୁ ଟିକ୍‌ମାର୍କ ହଟାଇବା ପରେ ଏବେ ବିଜ୍ଞାପନକାରୀଙ୍କୁ ଟଙ୍କା ମାଗିଲା ଟ୍ବିଟର। ମାସକୁ ନିର୍ଦ୍ଦିଷ୍ଟ ଅର୍ଥ ନ ଦେଲେ ଚଲାଇ ହେବନି ବିଜ୍ଞାପନ। ଟ୍ବିଟର ପକ୍ଷରୁ କୁହାଯାଇଛି, “ଯେଉଁ ବିଜିନେସ ଆକାଉଣ୍ଟଗୁଡିକ ପ୍ରତି ମାସରେ ୧୦୦୦ ଡଲାର ଦେଉଛି ଉକ୍ତ ଆକାଉଣ୍ଟ ନିକଟରେ ଗୋଲ୍ଡ ଚେକ୍ ରହିଛି କିମ୍ବା ଖୁବଶୀଘ୍ର ମିଳିଯିବ। ସେହି ଆକାଉଣ୍ଟଗୁଡ଼ିଗୁକ କେବଳ ଟ୍ବିଟରରେ ବିଜ୍ଞାପନ ଚଲାଇ ପାରିବେ। ଏଣୁ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories