ଟିଟିଲାଗଡ଼ : ଟିଟିଲାଗଡ଼ ସହର ମଧ୍ୟସ୍ଥ ଜୀବନ ବୀମା କାର୍ୟ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆହତ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମନିଗାଁର ସନ୍ତୋଷ ସାହୁଙ୍କ ପୁତ୍ର ଆକାଶ ସାହୁ ବୋଲି ଜଣାପଡିଛି । ଅନ୍ୟ ଜଣେ ଯୁବକଙ୍କ ପରିଚୟ ମିଳିପାରିନି । ଉଭୟଙ୍କୁ ପ୍ରଥମେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।
Popular Categories



