www.samajalive.in
Friday, December 12, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ମୋବାଇଲ ସିଏଫଏସଏଲ ଯିବ.. ସେଣ୍ଟ୍ରାଲ ଫରେନସିକ ଲ୍ୟାବ ପଠାଇବାକୁ ଇଡି କୋର୍ଟଙ୍କ ନିର୍ଦେଶ..

ସି-ସୋର ସହ ପ୍ରଭାତ ବିଶ୍ବାଳଙ୍କ ଆର୍ଥିକ କାରବାର ମାମଲା.. ବର୍ଷକରେ ମାମଲାର ବିଚାର ସାରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ..

- Advertisement -

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ.. ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ.. ନୟାପଲ୍ଲୀ ଥାନା ମାମାଲାରେ ମିଳିଲା ଜାମିନ..

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ.. ୩ ଦିନ ପାଇଁ କିଛି ଜିଲାରେ ହେବ ପ୍ରଚଣ୍ଡ ଖରା..୧୩,୧୪,୧୫ରେ ହିଟ୍‌‌ ୱେଭ୍‌‌ ପାଇଁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି..

ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା, ଦିନ ୨ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼..

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ତାତି..

ଝାରସୁଗୁଡ଼ାରେ ସର୍ବାଧିକ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼..

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ; ଏପ୍ରିଲ ୩୦ରେ ହତ୍ୟା କରିବାକୁ ଧମକ.. ରାଜସ୍ଥାନର ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଧମକ ଦେଇଥିବା ସୂଚନା..

ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର.. ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ..

ସମ୍ବଲପୁର ୩୮,ଝାରସୁଗୁଡା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ, ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨,କେନ୍ଦୁଝର ୩୫.୪ ରେକର୍ଡ କରାଯାଇଛି..

ପୁରୀ ରଥ ଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ..

ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଭାବିକ ବର୍ଷା .. ସାମ୍ବାଦିକ ସମ୍ମିଳନୀ ଯୋଗେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା..

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories