www.samajalive.in
Sunday, December 14, 2025
14.1 C
Bhubaneswar

କେଶ ପାଇଁ ସୁନା କ୍ଳିପ୍

ଆମେରିକାର ଜଣାଶୁଣା ଫେସନ୍ ବ୍ରାଣ୍ଡ ‘ଖେଇତେ’। ଏହି ବ୍ରାଣ୍ଡ ଯୁବପିଢ଼ିଙ୍କ ପାଇଁ ପୋଷାକ, ଜୋତା, ବ୍ୟାଗ୍, କେଶ କ୍ଲିପ୍ ଆଦି ଡିଜାଇନ୍ କରେ। ନିକଟରେ ଖେଇତେ ଅନ୍-ଲାଇନ୍ ସାଇଟ୍‌ରେ ସୁନା କ୍ଲିପ୍, ହୀରା ଜଡ଼ିତ କ୍ଲିପ୍ ବିକ୍ରି ଆରମ୍ଭ କରିଛି। ସୁନା କ୍ଲିପ୍‌ର ଦାମ୍ ୪୨ହଜାର ଟଙ୍କାରୁ ଆରମ୍ଭ। କଳା ରଙ୍ଗର ଛୋଟଛୋଟ ହୀରା ଏହି ସୁନା କ୍ଲିପ୍‌ରେ ଖଞ୍ଜାହୋଇଛି। ଗ୍ରାହକ ପ୍ରଥମେ ଟଙ୍କା ପଇଠ କରିବା ପରେ ସୁନା କ୍ଲିପ୍ ୧୦-୧୨ଦିନ ମଧ୍ୟରେ ସେମାନଙ୍କ ଠିକଣାରେ ପହଞ୍ଚାଇବା ସୁବିଧା ଉପଲବ୍ଧ ଅଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories