www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ.. ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ବକପ ଚାମ୍ପିଅନ.. ପାକିସ୍ତାନକୁ ୫ ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ..

ବୈପାରୀଗୁଡ଼ାରେ ପୁଲିସ ଏନକାଉଣ୍ଟରରେ ୨ ମୃତ୍ୟୁ ଘଟଣା.. ଏହି ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି.. ପୁଲିସ ଏନକାଉଣ୍ଟର ବିରୋଧରେ ​‌ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ.. କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୨୬ କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି..

- Advertisement -

ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବାପାଙ୍କୁ ଇଡିର ଜେରା..

ରାଜ୍ୟରେ ଅସୁରକ୍ଷିତ କି ଗଜରାଜ ?… ପୁଣି ଆଉ ଏକ ହାତୀଛୁଆର ମୃତ୍ୟୁ… ପୋଲସରା ବୁଗୁଡ଼ା ପାଙ୍ଗିଡ଼ି ପଞ୍ଚାୟତର ବେଲପଡ଼ା ଗାଁ ବିଲରୁ ଉଦ୍ଧାର ହେଲା ହାତୀ ମୃତଦେହ… ମୃତ୍ୟୁର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ଏଯାଏଁ ପହଞ୍ଚିନି ବନବିଭାଗ…

ଉପନିର୍ବାଚନ ପୂର୍ବରୁ ତେଜୁଛି ପଦ୍ମପୁର ଜିଲ୍ଲା ଗଠନ ଦାବି… କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୋରଦାର ଆନ୍ଦୋଳନ… ଜିଲ୍ଲା ଗଠନ ଦାବି ସମର୍ଥନରେ ବିଜେଡିର ପ୍ରେସ ବିଜ୍ଞପ୍ତିକୁ ବିରୋଧ କଲା କମିଟି… କହିଲା, ମୁଖ୍ୟମନ୍ତ୍ରୀ ଏ ନେଇ କରିନାହାନ୍ତି କୌଣସି ଆଲୋଚନା…

ଧୀରେ ଧୀରେ ଖୋଲୁଛି ନାଗପେଡ଼ି… ଫିଟୁଛି ଅର୍ଚ୍ଚନାଙ୍କ ଗୁମର… ସାଇବର ଫରେନସିକ୍‌ ଏକ୍ସପର୍ଟର ସହାୟତା ନେଲା ଇଡି… ଖଗେଶ୍ୱରଙ୍କ ମୋବାଇଲରୁ ବହୁ ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ନେଲା ସହାୟତା… ଅର୍ଚ୍ଚନାଙ୍କ ଗିରଫ ପରେ ବହୁ ତଥ୍ୟ ଡିଲିଟ୍‌ କରାଯାଇଥିବା ଆଶଙ୍କା…

କିଏ ହାତେଇବ ପଦ୍ମପୁର ଆସନ… ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ଦଳ… ବିଜେପି ପକ୍ଷରୁ ଲଢ଼ିବେ ପ୍ରଦୀପ ପୁରୋହିତ… ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ… ବିଜେଡି ଏବେ ବି କଷୁଛି ପ୍ରାର୍ଥୀ ଚିହ୍ନଟ ଗଣିତ… ଆଜି ପଦ୍ମପୁର ପାଇଁ କରିପାରେ ପ୍ରାର୍ଥୀ ଘୋଷଣା…

ରାଉରକେଲାରେ ଫୁଟିଲା ଗୁଳି… ଝିରିପାଣି ଗାଁରେ ଗୁଳିମାଡ଼, ଜଣେ ଆହତ… ଆହତ ଯୁବକଙ୍କୁ ଆଇଜିଏଚରେ ଭର୍ତ୍ତି… ଜମି ବିବାଦରୁ ଗୁଳିକାଣ୍ଡ ହୋଇଥିବା ସୂଚନା… ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର… ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…

ଆଜି କଟକ ବାଲିଯାତ୍ରାର ଷଷ୍ଠ ଦିନ… ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନ ନାକେଦମ… ସଂଧ୍ୟାରେ ଦେଖିବାକୁ ମିଳିବେ ବଲିଉଡ କଳାକାର… ରବିବାର ଥିବାରୁ ସଂଧ୍ୟାରେ ଲାଗିବ ଖଚାଖଚ ଗହଳି… ସେପଟେ ଘରକରଣା ଜିନିଷ କିଣିବାରେ ମସଗୁଲ ଗୃହିଣୀ… ଭଲ ଦୁଇପଇସା ବ୍ୟବସାୟ କରୁଛନ୍ତି ବ୍ୟବସାୟୀ… ବିଭିନ୍ନ ଦୋଳି ନିକଟରେ ଜମୁଛି ଲୋକଙ୍କ ଭିଡ଼…

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories