www.samajalive.in
Sunday, December 14, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏଏସଓ ପରୀକ୍ଷାଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ଓପିଏସସି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି.. କିଛି ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ଓପିଏସସି ପ୍ରକାଶ କରିଛି..

ହିମାଚଳ ବିଧାନସଭା ନିର୍ବାଚନ.. ସରିଲା ପ୍ରଚାର,୧୨ରେ ଭୋଟ..

- Advertisement -

ଟି-୨୦ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡ.. ସେମିରେ ଭାରତକୁ ୧୦ ୱିକେଟରେ ହରାଇଲା ଇଂଲଣ୍ଡ.. ଆସନ୍ତା ୧୩ ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ମୁକାବିଲା..

ପୁରୀ ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ଭୁବନେଶ୍ବରରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମାଳଦ୍ୱୀପର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ.. ଅଗ୍ନିକାଣ୍ଡରେ ୯ ଭାରତୀୟଙ୍କ ସହ ୧୦ ମୃତ.. ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଉପସ୍ଥିତ

ସାରା ରାଜ୍ୟରେ ପ୍ରଥମ ଥର ପାଇଁ ପାଳନ ହେଲା ମାଣ୍ଡିଆ ଦିବସ..ଲୋକସେବା ଭବନରେ ପାଳନ ହେଲା.. ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ .. ଅରୁଣାଞ୍ଚଳ ପ୍ରଦେଶରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭବ .. ରିକ୍ଟର ସ୍କେଲରେ ତିବ୍ରତା ୫.୭ ରେକର୍ଡ .. ଶିବସାଗର ସହିତ ଆସାମର କେତେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ.. ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ .. ଆଣ୍ଡାମାନ ନିକୋବରରେ ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭବ.. ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ

ପଦ୍ମପୁର ପାଇଁ ବଢ଼ିଲାଣି ରାଜନୀତି ଉଷ୍ମତା… ପ୍ରାର୍ଥୀ ଚୟନ ପାଇଁ ୩ ଦଳଙ୍କ ମଧ୍ୟରେ ଚାଲିଛି କସରତ… ଧାମନଗର ବିଜୟ ପରେ ପଦ୍ମପୁର ଆସନ ଉପରେ ବିଜେପିର ଆଖି… ପ୍ରଚାର କରିବେ ନବାଗତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ…  ବିଜେଡି ମଧ୍ୟ ଗଡ଼ ବଞ୍ଚାଇବାକୁ କରିବ ପ୍ରୟାସ… ପ୍ରାର୍ଥୀ ଦେବାକୁ କଂଗ୍ରେସ କଷୁଛି ଗଣିତ…

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories