www.samajalive.in
Saturday, December 6, 2025
16.1 C
Bhubaneswar

ଟି୨୦ ବିଶ୍ବକପ – ବାଂଲାଦେଶ ପାଇଁ ଭାରତର ୧୮୫ ରନର ଟାର୍ଗେଟ

ଡେସ୍କ: ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଆଜି ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ଗ୍ରୁପ-୨ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୮୪ ରନ ସ୍କୋର କରିଛି। ଟସ ଜିତି ବାଂଲାଦେଶ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୪୪ଟି ବଲରେ ସର୍ବାଧିକ ୬୪ ରନ କରିଥିବା ବେଳେ କେଏଲ ରାହୁଲ ୩୨ଟି ବଲରେ ୫୦ ରନ ଓ ସୂର୍ଯ୍ୟ କୁମାର ଯାଦବ ୧୬ଟି ବଲରେ ୩୦ ରନ କରିଛନ୍ତି।

ଏବେ ବାଂଲାଦେଶ ପାଇଁ ୧୮୫ ରନର ଟାର୍ଗେଟ। ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ ୪.୧ ଓଭରରେ କୌଣସି ଉଇକେଟ ନ ହରାଇ ୩୫ ରନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories