ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା; ମୁହାଣରୁ ମାଛଧରା ମନା

ଭୁବନେଶ୍ୱର: କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା । ଆଜିଠୁ ଆସନ୍ତା ୭ ମାସ ଯାଏଁ ସମୁଦ୍ରରୁ ମାଛ ନଧରିବାକୁ ନିର୍ଦେଶ ଦିଆଯାଇଛି । ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ମାଛ ନଧରିବାକୁ କୁହାଯାଇଛି । ଡଙ୍ଗା, ଟ୍ରଲର ଓ ଭେସେଲ ଭଳି ଯନ୍ତ୍ରଚାଳିତ ସମସ୍ତ ପ୍ରକାର ଡଙ୍ଗା ଚଳାଇବାକୁ ବାରଣ କରାଯାଇଛି । ଆଜିଠୁ ମେ’ ୩୧ ତାରିଖ ଯାଏଁ ମାଛଧରିବାକୁ ମନା କରାଯାଇଥିବା ବେଳେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା ଲାଗିଛି ।

kalyan agarbati

Comments are closed.