www.samajalive.in
Saturday, December 6, 2025
15.1 C
Bhubaneswar

ଧାମନଗରରେ କେନ୍ଦ୍ରୀୟ ବଳଙ୍କ ଫ୍ଲାଗମାର୍ଚ୍ଚ

ଧାମନଗର: ଉପନିର୍ବାଚନ ପାଇଁ ଧାମନଗରରେ କେନ୍ଦ୍ରୀୟ ବଳଙ୍କ ଫ୍ଲାଗମାର୍ଚ୍ଚ । ଧାମନଗର ବଜାର ସମେତ ଦୋବେଲ, କୋଠାର, ବନ୍ଧଟିଆ, ଅଶୁରାଳି, ଧୁଷୁରୀ ଓ ଭଗବାନପୁର ପରି ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ବଳ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି । ତାହାସହ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ମୁତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ବ୍ୟବସ୍ଥା କରାଯାଉଛି । ସେପଟେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବଢ଼ୁଛି ପ୍ରଚାରର ତାତି । ଧାମନଗର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳୁଛି ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଭିଡ଼ । ଆଜି ମଧ୍ୟ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories