ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର କଲମରେ ଫାଟ ସୃଷ୍ଟି ହୋଇଛି । ୪ଟିରୁ ୩ଟି କଲମ ଓ ବିମରେ ଫାଟ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ଅନୁଧ୍ୟାନ ପରେ ଫାଟ ଠାବ ହୋଇଥିବା ନେଇ କୁହାଯାଇଛି । କମିଟିର ସଦସ୍ୟ ଏନ୍.ସି.ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।
Comments are closed.