www.samajalive.in
Saturday, December 6, 2025
16.1 C
Bhubaneswar

ରାଜଧାନୀରେ ଛାତ୍ର କଂଗ୍ରେସର ଅଣ୍ଡା,ଟମାଟୋ ମାଡ

ଭୁବନେଶ୍ୱର : ଶନିବାର ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା,ଟମାଟୋ ମାଡ ହୋଇଛି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୁଲିସ ଅଟକାଇବାରୁ ଛାତ୍ର କଂଗ୍ରେସ ପକ୍ଷରୁ ହୋଇଛି ଅଣ୍ଡାମାଡ। ଫରେଷ୍ଟ ପାର୍କ ନିକଟରେ ଅଟାକାଇବାରୁ ପ୍ରତିବାଦ କରି ଟମାଟୋ ଓ ଅଣ୍ଡା ମାଡ କରିଛି ଛାତ୍ର କଂଗ୍ରେସ। ପୁଲିସ ବ୍ୟାରିକେଡ ଟପି ଯିବାକୁ ଉଦ୍ୟମ ସହ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ , ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ଦାବିରେ ଛାତ୍ର କଂଗ୍ରେସ ଘେରାଉ ପାଇଁ ଯାଇଥିଲେ ବୋଲି ସୂଚନା ମିଳିଛି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories