www.samajalive.in
Saturday, December 6, 2025
16.1 C
Bhubaneswar

ମହିଳାଙ୍କ ମୃତ୍ୟୁରୁ ହଙ୍ଗାମା; ବିଚ୍ଛିନ୍ନାଞ୍ଚଳ ଝିଅ ବୋଲି ମିଳୁନି ନ୍ୟାୟ !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଜୋରଦାର ପ୍ରତିବାଦ କରାଯାଉଛି । ବିଚ୍ଛିନ୍ନାଞ୍ଚଳର ଝିଅକୁ ହତ୍ୟା ଅଭିଯୋଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁ ଗାଁ ଲୋକେ । ଅଭିଯୋଗ ଅନୁଯାୟୀ ଶାଶୁଘର ଲୋକେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି  ଖରସୁଆଁ ଗାଁ ଲୋକେ । ଖାଲି ସେତିକି ନୁହେଁ, ପୁଲିସ ନ୍ୟାୟ ଦେଉନଥିବା ଅଭିଯୋଗ ହୋଇଛି । ଅନେକ ଥର ଥାନାର ଦ୍ୱାରସ୍ଥ ପରେ ବି ଆଇଆଇସି ସହଯୋଗ କରୁନଥିବା ପ୍ରତିବାଦକାରୀ ମାନେ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories