nua o banner

ରୁଷ ସପିଂ ମଲ୍‌ରେ ଅଗ୍ନିକାଣ୍ଡ; ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି

BSKY banner  750×100
0

ମସ୍କୋ : ରୁଷର ସାଇବେରିଆ ପ୍ରଦେଶ ଅନ୍ତର୍ଗତ କେମେରୋଭୋ ସହରରେ ରବିବାର ଏକ ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୪ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ମଲ୍‌ରେ ଥିବା ଅନ୍ୟ ୬୯ ଜଣଙ୍କର ପତ୍ତା ମିଳୁନଥିବା ଜଣାପଡିଛି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ସାତ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ସପିଂ ମଲ୍‌ ମଧ୍ୟରେ ଥିବା ଏକ ମଲଟିପ୍ଲେକ୍ସ ସିନେମା ହଲ୍‌ରୁ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

Leave A Reply