www.samajalive.in
Monday, December 15, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ମେଗା ରକ୍ତଦାନ ଶିବିର, ୨୫୩ ୟୁନିଟ୍ ରକ୍ତ ସଂଗ୍ରହ

ରେଙ୍ଗାଲି: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ‘ମୋ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ’ ପକ୍ଷରୁ ଆଜି ରେଙ୍ଗାଲି ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଜେଡି ଜିଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ ଉଦଘାଟନ କରିଥିଲେ। ଶିବିରରେ ମୋଟ ୨୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ, ଜୀବନ ବିନ୍ଦୁ ଜିଲା ସଂଯୋଜକ କବିତା ପୁରୋହିତ, ବରିଷ୍ଠ ବିଜେଡି ନେତା ଦେବେନ୍ ପତି ଜିଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମାହାପାତ୍ର, ପୂର୍ବତନ ବିଧାୟକ ରମେଶ ପଟୁଆ, ବିଜେଡି ଜିଲା ଉପ-ସଭାପତି କିରଣ ବେହେରା, ରେଙ୍ଗାଲି ବ୍ଳକ୍ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା, ରେଙ୍ଗାଲି ବ୍ଳକ୍ ବିଜେଡି ସଭାପତି ଅଶୋକ ଗୁରୁ, ଜିଲା ଏସଟି/ଏସସି ସେଲ୍ ସଭାପତି ମୋତିଲାଲ ତନ୍ତି, ବରିଷ୍ଠ ନେତା ମହେନ୍ଦ୍ର ଓରାମ, ରେଙ୍ଗାଲି ଜିଲା ପରିଷଦ ଜୋନ୍(୧)ସଭ୍ୟା ଚୋଳଶ୍ରୀ ମହାନନ୍ଦ, ପୂର୍ବତନ ବିଜେଡି ବ୍ଳକ୍ ସଭାପତି ନାରାୟଣ ଶର୍ମା, ପ୍ରଦୀପ କୁମାର ସାହୁ, ରେଙ୍ଗାଲି ବ୍ଳକ୍ ଯୁବ ବିଜେଡି ସଭାପତି ଦୟାନିଧି ଭଇଁସାଲ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଯୁବନେତା ଦିଲ୍ଲୀପ ଦୁରିଆ, ଏସଟି/ଏସସି ସେଲର ଉପ-ସଭାପତି ରୀନା ତନ୍ତି, ବରିଷ୍ଠ ନେତା ହୀରାଲାଲ୍ ବେହେରା, ଜୟଦ୍ରଥ ବିଶ୍ୱାଳ, ରାଜେଶ ପୃଷ୍ଟି, ହେମନ୍ତ ଦାସ, କବିରଶରଣ ନାଏକ, ଟାମ୍ପରକେଲା ସମିତି ସଭ୍ୟ ସନାତନ ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ସାହୁ, ତୂଳସୀଦାସ ଓରାମ, ସଞ୍ଜୟ ଓରାମ, ଦୀପକ ପୂଜାରୀ, ଗୋପାଳ ପଣ୍ଡା, ସତ୍ୟନାରାୟଣ ବେହେରା, ସୁଧିର କୁମାର ନାଥ, ମିତା ମେହେର, ପଙ୍କଜିନୀ ରାଉତ, ସଞ୍ଜୟ ପଟେଲ, ସୁଜିତ ବିଶ୍ୱାଳ, ଅଶ୍ୱିନୀ ନାଥ,ପୂର୍ବତନ ସରପଞ୍ଚ ଶେଷଦେବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ରେଙ୍ଗାଲି ଟ୍ରକ୍ ମାଳିକ ସଂଘର ସମସ୍ତ ସଦସ୍ୟ ମଧ୍ୟ ଏହି ଶିବିର ଆୟୋଜନରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories