www.samajalive.in
Monday, December 15, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ; ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀ..

ଆସନ୍ତା ବର୍ଷଠାରୁ ଓଡ଼ିଶାରେ ୫-ଜି ସେବା : ଅଶ୍ୱିନୀ ବୈଷ୍ଣବ..

- Advertisement -

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା..

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲି ଘୋଷଣା ପରେ ଆଜି ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୫୭ ହଜାରରୁ ଅଧିକ ଚୁକ୍ତଭିତ୍ତିକ କର୍ମଚାରୀଙ୍କ ନିୟମିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି.. ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୭୫ଟି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି.. ଦେଶର କୋଣ ଅନୁକୋଣରେ ଡିଜିଟାଲ ବ୍ୟାଙ୍କ ସେବାର ଉପକାର ପହଞ୍ଚାଇବା ପାଇଁ ଏହି ଶାଖାଗୁଡ଼ିକ ସ୍ଥାପନ କରାଯାଇଛି..

ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସକୁ ବଡ଼ ସଫଳତା… ୩ଟି କଲରାପତରିଆ ବାଘ ଛାଲ ସହ ୩ଜଣଙ୍କୁ ଗିରଫ କଲା ପୁଲିସ… ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ୍‌… ଗିରଫ ୩ଜଣ ମାଫିଆ ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁରର ହୋଇଥିବା ସୂଚନା…

କମ୍ୟୁନିଷ୍ଟ୍‌ ପାର୍ଟି କଂଗ୍ରେସ ବୈଠକରେ ଚୀନ ରାଷ୍ଟ୍ରପତିଙ୍କ ବଡ଼ ଦାବି… ହଂକଂକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି ଚୀନ୍‌ … ତାୟିୱାନ ଦଖଲ ପାଇଁ ବି ସଂକଳ୍ପ ନିଆଯାଇଥିବା କହିଲେ ସି. ଜିନପିଙ୍ଗ … ବିଶ୍ୱ ସମୁଦାୟକୁ ଚମକାଇଲା ଚୀନର ଏହି ପଦକ୍ଷେପ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ… ୭୭ ବର୍ଷରେ ପାଦ ଥାପିଲେ ନବୀନ… କହିଲେ, ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ… ଆଜି ହାଇଦ୍ରାବାଦ ଗସ୍ତ ଥିବାରୁ ନବୀନ ନିବାସକୁ ନ ଆସିବାକୁ ଶୁଭେଚ୍ଛୁଙ୍କୁ କଲେ ଅନୁରୋଧ…

କଲମ୍ବିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ୨୦ ମୃତ, ୧୫ଜଣ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦକ୍ଷିଣ-ପଶ୍ଚିମ କଲମ୍ବିଆର ପାନ୍‌-ଆମେରିକାନ ହାଇୱେରେ ହୋଇଛି ଦୁର୍ଘଟଣା…

ମନ ମୋହିଲାଣି ଚିଲିକା… ପର୍ଯ୍ୟଟକଙ୍କୁ କଲାଣି ଆକୃଷ୍ଠ… ଶୀଳତ ଶୀତର ଛୁଆଁରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ… ହଜାର ହଜାର ମାଇଲୁ ଉଡିଆସିଲେଣି ଶହ ଶହ ବିହଙ୍ଗ… ପକ୍ଷୀ ଦେଖିବାକୁ ଚିଲିକାର ଆଖପାଖ ଅଞ୍ଚଳରେ ଲାଗିଲାଣି ପକ୍ଷୀ ପ୍ରେମୀଙ୍କ ଭିଡ…

ପୁଣି ଆସୁଛି ଲଘୁଚାପ, ଭିଜିବ ଓଡ଼ିଶା… ଆସନ୍ତା ୧୮ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ.. ୨୦ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା… ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ଫେରିବା ନେଇ ପରିବେଶ ରହିଛି ଅନୁକୂଳ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories