www.samajalive.in
Saturday, December 6, 2025
15.1 C
Bhubaneswar

ମୁଲାୟମଙ୍କ ଦେହାନ୍ତରେ ବିଶିଷ୍ଠ ବ୍ୟକ୍ତିଙ୍କ ଶୋକ; ଏମିତି କହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ମୁଲାୟମଙ୍କ ଦେହାନ୍ତ  ଅପୁରଣୀୟ କ୍ଷତି ହୋଇଥିବା କହିଥିବା ବେଳେ, ମୁଲାୟମ ସିଂ ଯାଦବ ଏକ ସାଧାରଣ ପରିବାରରୁ ଆସି ଅସାଧାରଣ କାର୍ଯ୍ୟ କରିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଶୋକବାର୍ତ୍ତାରେ ମୁଲାୟମଙ୍କ ସହ ତାଙ୍କର ନିବିଡ଼ତାକୁ ନେଇ ସୂଚନା ଦେଇଛନ୍ତି ।

ମୋଦୀ କହିଛନ୍ତି କି, ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ବାର୍ତ୍ତାଳପ ହୋଇଛି । ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରିଥିଲେ ମୁଲାୟମ । ତାହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦେଶର ଶକ୍ତି ବୃଦ୍ଧି ପାଇଁ ମୁଲାୟମ ଉଦ୍ୟମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । ରାଜନାଥ କହିଛନ୍ତି, ଦଶନ୍ଧି ଦଶନ୍ଧି ହେଲା ୟୁପି ରାଜନୀତିରେ ପ୍ରମୁଖ ଭୂମିକା ନଭାଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories