www.samajalive.in
Monday, December 15, 2025
14.1 C
Bhubaneswar

‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳନ

ଫୁଲବାଣୀ: କନ୍ଧମାଳ ଜିଲା ଗୁଟିଙ୍ଗିଆ ସରପଂଚ ଆକାଂକ୍ଷା ପ୍ରଧାନଙ୍କ ନେତୃତ୍ୱରେ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ପଂଚାୟତର କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସର, ରାଧାକୃଷ୍ଣ ମନ୍ଦିର, ଠାକୁରାଣୀ ମନ୍ଦିର ଭଳି ବିଭିନ୍ନ ଅଞ୍ଚଳକୁ ସଫେଇ ହୋଇଛି ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଏବ ସରପଂଚ ସନ୍ତୋଷ ପ୍ରଧାନ , ସମିତିସଭ୍ୟା ଅର୍ଚ୍ଚନା ଭୋଇ , ସମସ୍ତ ୱାର୍ଡ଼ର ସଭ୍ୟ ଓ ସଭ୍ୟାଙ୍କ ସମେତ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ ଦାସ , ସିଆରଏସ୍‌ ରଞ୍ଜିତ୍‌ ଦିଗାଲ , ସମସ୍ତ ଗାଁ ସାଥି ଓ ମା ମଙ୍ଗଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସତୀ ସାମତ୍ରୀ ମହିଳା ଗୋଷ୍ଠୀ ସମେତ ଗ୍ରାମର ଯୁବକ ମାନେ ଏଥିରେ ସାମିଲ୍‌ ହୋଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories