www.samajalive.in
Monday, December 15, 2025
16.1 C
Bhubaneswar

ପଞ୍ଚାୟତ ରୁ ପାଣି ପମ୍ପ ମୋଟର ଚୋରି ଘଟଣା ରେ ୨ ଗିରଫ

ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ର ସିଦ୍ଧେଶ୍ୱର ବସ୍ତ୍ରାଳୟ ରୁ ନଗଦ ୬ ହଜାର ଟଙ୍କା ଓ ୨୫ ହଳ ସାର୍ଟ ପ୍ୟାଣ୍ଟ ଚୋରି ସହ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟ ରୁ ଦୁଇଟି ପାଣି ପମ୍ପ ମୋଟର ଚୋରି ହୋଇଥିଲା।

ଗତ ୨୨ ତାରିଖ ଏହି ଘଟଣା ଘଟିଥିଲା ,ପାଟଣା ପୁଲିସ ଅଭିଯୋଗ ପାଇବା ପରେ ୧୮୨/୨୨ ମୂଳେ ଏକ ଚୋରି ମାମଲା ରୁଜ୍ଜୁ କରି ତଦନ୍ତ କରିଥିବା ବେଳେ ଆଜି ଏହି ଘଟଣା ରେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଦୁଇଟି ଯାକ ପାଣି ପମ୍ପ ମୋଟର ଜବଦ କରିବା ସହ କିଛି ସାର୍ଟ ପ୍ୟାଣ୍ଟ ମଧ୍ୟ ଜବଦ କରାଯାଇଛି।ଗିରଫ ଦ୍ବୟ ସରାସକୋଲା ଗ୍ରାମର ଶ୍ରୀକାନ୍ତ ଟାଙ୍ଗରିଆ ଓ ସୁବର୍ଣ୍ଣ ନାଏକ ବୋଲି ଜଣାପଡିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories