୪୦ ଛାତ୍ରୀ ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

ତେଲକୋଇ: ରାଇସୁଆଁ ସରକାରୀ ଉଚ୍ଚ ବଦ୍ୟାଳୟ ଛାତ୍ରୀ ନିବାସର ୪୦ଜଣ ଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସେମାନଙ୍କର ହଠାତ୍‌ ମୁଣ୍ଡବୁଲାଇବା ସହ ଝାଡ଼ାବାନ୍ତି ହୋଇଥିଲା । ପରେ ସମସ୍ତ ଛାତ୍ରୀ ମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡ଼ିଛି । ଦୂଷିତ ପାଣି କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

kalyan agarbati

Comments are closed.