www.samajalive.in
Saturday, December 6, 2025
26.1 C
Bhubaneswar

କେଶ ଓ ତ୍ୱଚା ପାଇଁ ରାମବାଣ ବେଲପତ୍ର

ଶ୍ରାବଣ ମାସ ସହ ଅନ୍ୟ ସମସ୍ତ ସମୟରେ ମହାଦେବଙ୍କ ନିକଟରେ ବେଲପତ୍ର ଅର୍ପଣ କରାଯାଇଥାଏ। ଏହାର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ତେବେ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଉପକାରୀ ଗୁଣ ରହିଛି। ସ୍ୱାସ୍ଥ୍ୟ ସହ କେଶ ଓ ତ୍ୱଚା ପାଇଁ ବେଲପତ୍ର ଚମତ୍କାରୀ ଲାଭ ପ୍ରଦାନ କରିଥାଏ। କେଶ ଓ ତ୍ୱଚାର ଅନେକ ସମସ୍ୟାକୁ ବେଲପତ୍ର ଦୂର କରିଥାଏ।
ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣରେ ବେଲପତ୍ର ଭରପୁର। ବେଲପତ୍ର ସହ ମହୁ ମିଶାଇ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହୋଇଥାଏ।
ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ।
ଚର୍ମ କୁଣ୍ଡାଇବା ଓ ଲାଲ ଦାଗକୁ ବେଲପତ୍ର ଦୂର କରିଥାଏ।
ବେଲପତ୍ରକୁ ପେଷି ଏହାକୁ କେଶରେ ଲଗାଇଲେ କେଶ ଝଡିବା ସମସ୍ୟା ଦୂର ହୋଇଥାଏ।
ଉକୁଣି ହୋଇଥିଲେ ମଧ୍ୟ ବେଲପତ୍ର ପେଷି କେଶ ମୂଳରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories