BJD Bijuli 480×75 Mob

ବାଇକରୁ ଖସିପଡ଼ି ଯୁବକ ଗୁରୁତର

BJD Bijuli 480×75 Mob

ପାଟଣା: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବେଲଦା ନିକଟରେ ବାଇକରୁ ଖସିପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମର ବଟକୃଷ୍ଣ ମୁଣ୍ଡା (୪୦) ବୋଲି ଜଣାପଡିଛି। ସେ ବାଇକ୍ ଯୋଗେ କେନ୍ଦୁଝରରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ବେଲଦା ନିକଟ ହମ୍ପସରେ ତାଙ୍କ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Comments are closed.