www.samajalive.in
Friday, December 12, 2025
15.1 C
Bhubaneswar

ଗୁପଚୁପ୍ ବ୍ୟାନ, କେଉଁଠି?

ଡେସ୍କ: ନେପାଳ କାଠମାଣ୍ଡୁର ଲଲିତପୁର ମହାନଗର ନିଗମରେ ହଇଜା ବୃଦ୍ଧି ପାଉଥିବାରୁ ସେଠାକାର ପ୍ରଶାସନ ପକ୍ଷରୁ ଗୁପଚୁପ୍ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଗତ ସପ୍ତାହରେ ଲଲିତପୁର ମହାନଗର ନିଗମ କର୍ତ୍ତୃପକ୍ଷ । ବିକ୍ରି ଉପରେ ନିଷେଧାଦେଶ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ। କାଠମାଣ୍ଡୁର ଅଧିକାଂଶ ଅଂଚଳରେ ଗୁପଚୁପ୍ ଷ୍ଟଲ ଦେଖିବାକୁ ମିଳେ ଓ ସେଠାରେ ସମସ୍ତ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏହା ପ୍ରିୟ।

ତେବେ ପ୍ରଶାସନର ଏଭଳି ନିଷେଧାଦେଶକୁ ସେଠାକାର କିଛି ଲୋକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଶାସନ ପ୍ରଥମେ ଗୁପଚୁପ୍ ପ୍ରସ୍ତୁତି ଓ ସେଥିରେ ବ୍ୟବହୃତ ହେଉଥିବା ପାଣିର ଯାଞ୍ଚ କରିବା ଆବଶ୍ୟକ। ଗୁପଚୁପ୍ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ହଜାର ହଜାର ଲୋକଙ୍କୁ ଏହା ପ୍ରଭାବିତ କରିବା ସହ ଅର୍ଥନୀତିରେ ବାଧା ସୃଷ୍ଟି କରିବ। ସ୍ୱାସ୍ଥ୍ୟ ସେବା ବିଭାଗର ସୂଚନା ଅନୁଯାୟୀ, କାଠମାଣ୍ଡୁ ଉପତ୍ୟକାର ୧୨ ଜଣ ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories