www.samajalive.in
Friday, December 12, 2025
15.1 C
Bhubaneswar

ଆଝାରଙ୍କୁ ଟପିଲେ କୋହଲି

ରାଜକୋଟ : ଘରୋଇମାଟିରେ ୨ୟ ସଫଳତମ ଟେଷ୍ଟ ଅଧିନାୟକ ହୋଇ ପାରିଛନ୍ତି ବିରାଟ କୋହଲି। ଶନିବାର ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ଘରୋଇମାଟିରେ ଅଧିନାୟକ ଭାବେ କୋହଲିଙ୍କ ଅଧୀନରେ ଏହା ଭାରତର ୧୪ଶ ଟେଷ୍ଟ ବିଜୟ। ଫଳରେ ମହମ୍ମଦ ଆଝାରୁଦ୍ଦିନଙ୍କ ୧୩ଟି ଟେଷ୍ଟ ବିଜୟ କୃତିତ୍ୱକୁ କୋହଲି ଅତିକ୍ରମ କରି ପାରିଛନ୍ତି। ଘରୋଇମାଟିରେ ସଫଳତମ ଭାରତୀୟ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ତାଙ୍କ ଅଧୀନରେ ଭାରତ ନିଜମାଟିରେ ୨୧ଟି ଟେଷ୍ଟମ୍ୟାଚ୍‍ ଜିତିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories