ନୂଆଦୀଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମର୍ସିଡିଜ ବେଞ୍ଜ ଶୁକ୍ରବାର ନିଜର ଏଏମଜି ଜି-୬୩ ନୂଆ ମଡେଲ ବଜାର ପ୍ରବେଶ କରାଯାଇଛି। ଏହି କାରର ମୂଲ୍ୟ ୨.୧୯ କୋଟି ଟଙ୍କା ରହିଛି। ମର୍ସିଡିଜ ଭାରତର ଉପାଧ୍ୟକ୍ଷ ମାଇକେଲ ଜାମ୍ପଙ୍କ ମତରେ ମଡେଲ ୪ ଲିଟର ବି-୮ ବିଟର୍ବୋ ପେଟ୍ରୋଲ ଇଞ୍ଜିନ ରହିଛି। ନୂଆ ଏସୟୁଭିରେ ୫୮୫ ପାୱାର ରହିଛି। ପ୍ରାଥମିକତାରେ ୧୦୦ କିଲୋମିଟର ଘଣ୍ଟା ପ୍ରତି ବେଗ ରହିଥିବାବେଳେ ଏହାର ଅତ୍ୟଧିକ ବେଗ ୨୨୦ କିଲୋମିଟର ଘଣ୍ଟା ପ୍ରତି ବେଗ ବଢିପାରେ। ମର୍ସିଡିଜର ଏହା ୧୦ତମ ବାଇକ ଯାହା ଭାରତୀୟ ବଜାରରେ ପ୍ରବେଶ କରାଯାଉଛି। କାରରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଅନୁମାନ କରିଛି।
Popular Categories



