nua o banner

ଲୁଣିବାହାଲ ସମବାୟ ସମିତିରେ ସଭାପତି ହେଲେ ଶୈଳେନ୍ଦ୍ର

BJD Bijuli 480×75 Mob

ହରଭଙ୍ଗା : ବୌଦ୍ଧ ଜିଲାରେ ଦିତୀୟ ପର୍ୟ୍ୟାୟ ସମବାୟ ନିର୍ବାଚନ ସରିଥିବା ବେଳେ ଜିଲାର ହରଭଙ୍ଗା ବ୍ଲକ୍ ଲୁଣିବାହାଲ ସମବାୟ ସମିତିର ସଭାପତି ଭାବେ ଶୈଳେନ୍ଦ୍ର ପ୍ରଧାନ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ୧୪ ଜଣ ନିର୍ଦେଶକ ତାଙ୍କୁ ସମର୍ଥନ କରିଥିବା ବେଳେ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। ସମବାୟ ସମିତିର ସଭାପତି ହେବା ପରେ ଲୋକଙ୍କ ଅାସ୍ଥା ଭାଜନ ହେବା ସହ ଲୋକଙ୍କ ସେବା କରିବାର ସୁଯୋଗ ମିଳିଥିବା କହିଛନ୍ତି ଶ୍ରୀ ପ୍ରଧାନ।

Comments are closed.