www.samajalive.in
Saturday, December 6, 2025
14.1 C
Bhubaneswar

୫ ମିନିଟ୍‌ରେ ଋଣ : ୟୁକୋ ବ୍ୟାଙ୍କ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ ବଜାରକୁ କୌଣସି ଉତ୍ପାଦର ଶୁଭାରମ୍ଭ କରିବା ସମୟରେ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ । ଏହି କ୍ରମରେ ଗ୍ରାହକଙ୍କ ପରିବର୍ତ୍ତିତ ପସନ୍ଦକୁ ପୁରଣ କରିବା ପାଇଁ ୟୁକୋ ବ୍ୟାଙ୍କ ପ୍ରାକ୍‌-ଅନୁମୋଦିତ ବ୍ୟକ୍ତିଗତ ଋଣ (PAPL) ଆରମ୍ଭ କରିଛି । ଏହି ଅଫର୍‌ରେ ସମସ୍ତ ଯୋଗ୍ୟ ଗ୍ରାହକ କୌଣସି ଶାଖା କିମ୍ବା କାର୍ଯ୍ୟାଳୟ ନଯାଇ ମୋବାଇଲ୍‌ ମାଧ୍ୟମରେ ୫ ମିନିଟ୍‌ରେ ସେମାନଙ୍କର ଋଣ ଅନୁମୋଦନ ଏବଂ ପ୍ରାପ୍ତ କରିପାରିବେ ।

ୟୁକୋ ବ୍ୟାଙ୍କ ଗ୍ରାହକ ଯେଉଁମାନେ ଜରୁରୀ ଅର୍ଥ ଆବଶ୍ୟକ କରୁଛନ୍ତି ସେମାନେ ୨୪ X ୭ ଭିତ୍ତିରେ PAPL ପାଇପାରିବେ । କୌଣସି ପ୍ରି-କ୍ଲୋଜର୍‌ ଚାର୍ଜେସ୍‌ ବିନା ବାର୍ଷିକ ୧୦ଧ ସୁଧହାରରେ
ଋଣ ମିଳିବ । ୟୁକୋ ବ୍ୟାଙ୍କ୧୫ଧ ଋଣ ଖାତାର ଅଭିବୃଦ୍ଧି ପଞ୍ଜିକରଣ କରିବା ଏବଂ ନୂତନ ଗ୍ରାହକଙ୍କୁ ଆକର୍ଷଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଅଟେ । ବ୍ୟାଙ୍କର ଡିଜିଟାଲ ରୂପାନ୍ତରଣରେ ପ୍ରାକ୍‌-ଅନୁମୋଦିତ ବ୍ୟକ୍ତିଗତ ଋଣ ଆଗାମୀ ଦିନରେ ଅଧିକ ଡିଜିଟାଲ ଅଫରମାନ ଆଣିବା ପଦ୍ଧତିକୁ ସରଳ କରିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories