www.samajalive.in
Monday, December 15, 2025
16.1 C
Bhubaneswar

ଆଜିଠୁ ଅନ୍ନାଙ୍କ ଅନଶନ

ନୂଆଦିଲ୍ଲୀ: ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସମାଜସେବୀ ଅନ୍ନା ହଜାରେ ଶୁକ୍ରବାରଠାରୁ ସ୍ଥାନୀୟ ରାମଲୀଳା ଗ୍ରାଉଣ୍ଡରେ ଅନଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଗୁରୁବାର ଦିଲ୍ଲୀ ପୁଲିସ ଅନ୍ନାଙ୍କୁ ଅନୁମତି ପ୍ରଦାନ କରିଛି। ରାମଲୀଳା ଗ୍ରାଉଣ୍ଡକୁ ଯାଞ୍ଚ କରାଯିବା ସହ ଅନ୍ନାଙ୍କ ନିରାପତ୍ତା ସମ୍ପର୍କରେ ନିଶ୍ଚିତ ହେବାପରେ ଏଭଳି ଅନୁମତି ପ୍ରଦାନ କରାଯାଇଛି ବୋଲି ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ନା ଓ ତାଙ୍କ ସମର୍ଥକମାନେ ମହାରାଷ୍ଟ୍ର ସଦନରୁ ସିଧାସଳଖ ରାଜଘାଟ ଯିବେ। ସେଠାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ସେମାନେ ରାମଲୀଳା ଗ୍ରାଉଣ୍ଡରେ ପହଞ୍ଚିବେ ବୋଲି ଜଣାପଡିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories