nua o banner

ମୃତ କୁଟାରୀ ଉଦ୍ଧାର

BSKY banner  750×100
0

ନୀଳଗିରି: କୁଲଡିହା ଅଭୟାରଣ୍ୟରୁ ବାଟହୁଡା ହୋଇ ଦୌଡି ପଳାଇ ଆସିଥିବା କୁଟାରୀର ମୃତ ଘଟିଛି। ସକାଳେ ଜଙ୍ଗଲକୁ ବାଟ ନପାଇ ଭୟରେ ଦୌଡୁଥିବା ବେଳେ ନୀଳଗିରି-ପଞ୍ଚଲିଙ୍ଗେଶ୍ବର ରାସ୍ତାର ରାଇପୁର ଗାଁର ଇଂ. ରବୀନ୍ଦ ଦାସଙ୍କ ଲୁହା ଗେଟରେ ବାଡେଇ ହୋଇ ମୃତ୍ୟୁ ଘଟି ଥିବା ଜଣାପଡିଛି । ବନବିଭାଗ ମୃତ କୁଟାରୀକୁ ଉଦ୍ଧାର କରିଛି।

Leave A Reply