www.samajalive.in
Sunday, December 14, 2025
14.1 C
Bhubaneswar

ମହେଶ୍ବରୀ ସହାୟତାରେ ସ୍ବାସ୍ଥ୍ୟସେବା ପାଇଲେ ନିର୍ମଳ

ବଲାଙ୍ଗିର: ବିନ୍ଧାପାଲି ଗ୍ରାମର ନିର୍ମଳ ସାହୁଙ୍କ ଶରୀରର ବାମ ପାର୍ଶ୍ଵ ହିପରେ ସେକେଣ୍ଡାରୀ ଅଷ୍ଟିଓଆଥରାଇଟିସ୍ ସମସ୍ୟା ରହିଥିଲା। ସମସ୍ୟାର ଦୂରୀକରଣ ପାଇଁ ନିର୍ମଳ ସାହୁଙ୍କ ପରିବାର ଲୋକେ ଆଗଲପୁର ବ୍ଲକର ମାହେଶ୍ୱରୀ ସଙ୍ଗଠନକୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଆଗଲପୁର ମାହେଶ୍ୱରୀ ସଂଗଠନର ସଭାପତି ପ୍ରମୋଦ କୁମାରଙ୍କୁ ଯୋଗାଯୋଗ କଲା ପରେ ତୁରନ୍ତ ଛତିଶଗଡ଼ ରାୟପୁର ସ୍ଥିତ ଶ୍ରୀ ବାଲାଜୀ ହସପିଟାଲରର ପ୍ରିୟଦର୍ଶନ ପଣ୍ଡା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ମାହେଶ୍ୱରୀ ସଙ୍ଗଠନର ପ୍ରଚେଷ୍ଟାରେ ଶ୍ରୀ ବାଲାଜୀ ହସପିଟାଲ୍‌ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଥିବା ନିର୍ମଳ ସାହୁଙ୍କ ହାଇବ୍ରିଡ୍ ଟୋଟାଲ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ମାଗଣାରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ଯଦ୍ୱାରା ବର୍ତ୍ତମାନ ନିର୍ମଳ ସାହୁ ସୁସ୍ଥ ଥିବା ମାହେଶ୍ଵରୀ ସଙ୍ଗଠନର ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories