ରାଜ୍ୟରେ କରୋନା ; ଏକ ଅଙ୍କରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ କେହି ନଥିବା ବେଳେ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ୩।
Covid-19 Report For 20th May
New Positive Cases: 8
Of which 0-18 years: 0
In quarantine: 5
Local contacts: 3(Details of local contacts will be shared by concerned District)
1. Khurda: 5
2. Koraput: 1
3. Sundargarh: 1
4. State Pool: 1— I & PR Department, Odisha (@IPR_Odisha) May 21, 2022
New recoveries: 10
Cumulative tested: 31612433
Positive: 1288357
Recovered: 1279062
Active cases: 116— I & PR Department, Odisha (@IPR_Odisha) May 21, 2022
୩ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁୁ ୫, କୋରାପୁଟ ୧, ସୁନ୍ଦରଗଡ ୧, ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୫୭କୁ ବୃଦ୍ଧି ପାଇଛି। ୧୨,୭୯,୦୬୨ ମୋଟ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.