ଡେସ୍କ: କାଟାଲିନ୍ ନୋବାକ୍ ହଙ୍ଗେରୀର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜାନୋସ୍ ଆଡର୍ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହଙ୍ଗେରୀ ସଂସଦ ଗତକାଲି କାଟାଲିନ୍ ନୋବାକ୍ଙ୍କୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି। ସେ ନିର୍ବାଚିତ ହେବା ପରେ ଏକ ବିବୃତ୍ତିରେ କହିଛନ୍ତି, ସେ ଶାନ୍ତି ସ୍ଥାପନକୁ ଅଗ୍ରାଧିକାର ଦେବେ। ଶନିବାର ଦିନ କୋସୁତ୍ ସ୍କୋୟାରଠାରେ ସଂସଦ ସମ୍ମୁଖରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ।
Popular Categories



