www.samajalive.in
Friday, December 12, 2025
16.1 C
Bhubaneswar

ସାମ୍ବାଦିକଙ୍କୁ ନିର୍ଯାତନା ବିରୁଦ୍ଧରେ ବିକ୍ଷୋଭ

ଟିଟିଲାଗଡ଼: ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାଶଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ନିର୍ଯାତନା ବିରୁଦ୍ଧରେ ଟିଟିଲାଗଡ଼ ସାମ୍ବାଦିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓୟୁଜେ ଜିଲା ସଭାପତି ଦୀପକ ସମ୍ମାଦାରଙ୍କ ନେତୃତ୍ୱରେ ସ୍ଥାନୀୟ ସାମ୍ବାଦିକ ଟିଟିଲାଗଡ଼ ଥାନା ସମ୍ମୁଖରେ ସମବେତ ହୋଇ ନାରାବାଜି କରିଥିଲେ। ସାମ୍ବାଦିକଙ୍କ କଣ୍ଠରୋଧ ପ୍ରୟାସ କରିଥିବା ନୀଳଗିରି ଥାନା ଆଇଆଇସିଙ୍କୁ ନିଲମ୍ବନ ଏବଂ ଗିରଫ ଦାବି କରାଯାଇଛି। ଏହି ଆନ୍ଦୋଳନରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଶିବପ୍ରସାଦ ପରିଡା, ଅଶୋକ ତ୍ରିପାଠୀ, ସଞ୍ଜୟ ବେହେରା, ପ୍ରକାଶ ଗୋୟଲ, ଜିତୁ ସାହୁ, ଅଙ୍କୁର ଅଗ୍ରୱାଲ, ସୁଧୀର ସାହୁ, ସୁଧୀର ଦାଶ, ସଞ୍ଜୟ ନାୟକ ପ୍ରମୁଖ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories