www.samajalive.in
Tuesday, December 9, 2025
16.1 C
Bhubaneswar

ମା’ଲକ୍ଷ୍ମୀଙ୍କ ପ୍ରତୀକ

ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଘରେ ପୁରୁଣା ଝାଡୁକୁ ସଠିକ ସ୍ଥାନରେ ନରଖିବା ଦ୍ୱାରା ବାସ୍ତୁ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ସମସ୍ତ ଜିନିଷକୁ ସେମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଉଚିତ। ତେବେ ପୁରୁଣା ଝାଡୁ ସହ ଜଡିତ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ଘରକୁ ସର୍ବଦା ନୂଆ ଝାଡୁ କିଣି ଆଣିବା ପରେ ପୁରୁଣା ଝାଡୁ ପକାଇବେ।
ଭଙ୍ଗା ଓ ଅତି ପୁରୁଣା ହୋଇଯାଇଥିବା ଝାଡୁକୁ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘର ଓଲାଇବା ପାଇଁ ଭଙ୍ଗା ଝାଡୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଘରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଝାଡୁରୁ ବାରମ୍ବାର ଏହାର ଅଂଶ ଖସି ତଳେ ପଡୁଥିଲେ, ଏହାକୁ ଘରେ ରଖନ୍ତୁ ନାହିଁ।
ଅମାବାସ୍ୟା ଦିନ ଭଙ୍ଗା ଝାଡୁକୁ ବାହାରେ ପକାଇପାରିବେ। ଶନିବାର ଦିନ ମଧ୍ୟ ଝାଡୁକୁ ଫିଙ୍ଗି ପାରିବେ। ମାତ୍ର କୌଣସି ଗୁରୁବାର କିମ୍ବା ଶୁକ୍ରବାର ଝାଡୁକୁ ଫିଙ୍ଗନ୍ତୁ ନାହିଁ। ଝାଡୁରେ ପାଦ ମଧ୍ୟ ଲଗାନ୍ତୁ ନାହିଁ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories