www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବଜନ୍ମ ରହସ୍ୟ

ପୂର୍ବଜନ୍ମ ଓ ପରଜନ୍ମ ଏହାକୁ ନେଇ ଏବେ ପର୍ଯ୍ୟନ୍ତ ମନୁଷ୍ୟଜାତିର କୌତୂହଳ କମ୍ ହୋଇନାହିଁ। ବୈଜ୍ଞାନିକମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକଙ୍କର ପୂର୍ବଜନ୍ମ କାହାଣୀ ରହିଛି। ଏହା ବିନା ପ୍ରକୃତିର ଗତି ଅସମ୍ଭବ। ଏ ବାବଦରେ ଫିନ୍‌ଲ୍ୟାଣ୍ଡ ବିଶେଷଜ୍ଞ ମି. ଡିକୋଷ୍ଟା କହିଛନ୍ତି ଯଦି ଆମକୁ କେହି ୧୦ଦିନ ତଳର ସମସ୍ତ ବିବରଣୀ ମାଗୁଛି, ଆମେ ସେସବୁ ତଥ୍ୟ ପ୍ରକାଶ କରିବାରେ ମଧ୍ୟ ଭୁଲ୍ କରିଥାଉ। କେଉଁ ପୋଷାକ ପିନ୍ଧିଥିଲି ଅବା ଜଳଖିଆରେ କ’ଣ ଖାଇଲି..ଇତ୍ୟାଦି। ସେଭଳି ସ୍ଥିତିରେ ପୂର୍ବଜନ୍ମର କଥା ଆମେ ମା’ ପେଟରୁ ହିଁ ଭୁଲି କରି ଆସୁ। ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ଯେ ଗର୍ଭସ୍ଥ ଶିଶୁ ପେଟରେ ଥିବା ସମୟରେ ଅସିଟାସିନ୍ ନାମକ ତତ୍ତ୍ବ ମହଜୁଦ୍ ଥାଏ। ଗର୍ଭରୁ ବାହାରିବା ସମୟରେ ଏଇ ତତ୍ତ୍ବ ମଧ୍ୟ ବାହାରିଆସେ। ଏଇ ତତ୍ତ୍ବ ହିଁ ପୂର୍ବଜନ୍ମ ସହ ଜଡ଼ିତ। ଶିଶୁ ସହ ଅସିଟାସିନ୍ ସଂଲଗ୍ନ ରହିଲେ ପୂର୍ବଜନ୍ମର କଥା ତା’ର ମନେରହେ। କେତେକ ସ୍ଥାନରେ ଏଭଳି ପୂର୍ବଜନ୍ମର ଦୃଷ୍ଟାନ୍ତମାନ ମଧ୍ୟ ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories