ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ ; ୩୨ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬, ସଙ୍ଗରୋଧରୁ ୧୯,ସ୍ଥାନୀୟ ୧୩। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୨୨୫କୁ ବୃଦ୍ଧି ପାଇଛି। ୧୨,୭୭,୪୯୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୫୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 21st March
New Positive Cases: 32
Of which 0-18 years: 6
In quarantine: 19
Local contacts: 13(Details of local contacts will be shared by concerned District)
1. Balasore: 3
2. Cuttack: 1
3. Dhenkanal: 1
4. Gajapati: 7
5. Jajpur: 6
6. Kendrapada: 1— I & PR Department, Odisha (@IPR_Odisha) March 22, 2022
7. Khurda: 2
8. Mayurbhanj: 2
9. Nayagarh: 1
10. Sambalpur: 2
11. Sundargarh: 5
12. State Pool: 1New recoveries: 73
Cumulative tested: 30265787
Positive: 1287225
Recovered: 1277497
Active cases: 559— I & PR Department, Odisha (@IPR_Odisha) March 22, 2022
୧୧ ଜିଲା ଓ ଷ୍ଟେଟ ପୁଲରୁୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୩, କଟକ ୧, ଢେଙ୍କାନାଳ ୧, ଗଜପତି ୭, ଯାଜପୁର ୬, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୨, ମୟୁରଭଞ୍ଜ ୨, ନୟାଗଡ ୧, ସମ୍ବଲପୁର ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.