www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ବର ସବୁଠୁ ବଡ଼ ଘଣ୍ଟି

ଗୀର୍ଜାରେ ବୃହତ୍ ଘଣ୍ଟିମାନ ଲାଗିଥାଏ। ବ୍ରାଜିଲ୍‌ର ଏକ ପୁରାତନ ଗୀର୍ଜା ନିମନ୍ତେ ପୋଲାଣ୍ଡର କ୍ରେକୋବ ସହରରେ ବିଶ୍ବର ସବୁଠୁ ବୃହତ୍ ଘଣ୍ଟି ତିଆରି ହୋଇଛି। ୪୯,୮୦୦କିଲୋ ଓଜନ ବିଶିଷ୍ଟ ଏଇ ଘଣ୍ଟି ତିଆରି ପାଇଁ ୪ ବର୍ଷ ସମୟ ଲାଗିଥିଲା। ତେବେ ପ୍ରାରମ୍ଭିକ ପର୍ୟ୍ୟାୟ ପରୀକ୍ଷା ସମୟରେ ଇଂଜିନିୟରମାନେ ଅସଫଳ ହୋଇଥିଲେ। କାରଣ ଘଣ୍ଟି ବାଜିବା ମାତ୍ରେ ବିଭିନ୍ନ ସ୍ଥାନରେ ଫାଟ ହୋଇଥିଲା। ପୁନଃ ଏହା ଉପରେ କାମ ହେଲା। ୧୦୦ମିଟର ଉଚ୍ଚ ଗୀର୍ଜାର ଉପରି ଭାଗରେ ଏଇ ଘଣ୍ଟି ଲାଗିବ ବୋଲି ଜଣାପଡ଼ିଛି। ୪ମିଟର ଉଚ୍ଚ ଏଇ ଘଣ୍ଟି ତମ୍ବା ଓ ଟିଣ ଧାତୁ ମିଶ୍ରଣରେ ତିଆରି କରାଯାଇଛି। ଏହା ସହ ୪ଟି ଇଂଜିନ୍ ସହାୟତାରେ ଘଣ୍ଟିଟି ଚାଳିତ ହୋଇଥାଏ। ଜଳଯାତ୍ରାରେ ଏଇ ଘଣ୍ଟି ପୋଲାଣ୍ଡରୁ ବ୍ରାଜିଲ୍ ଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories