ବାଲିଗୁଡା: କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନନ୍ଦିନୀ ମଳିକ ନିର୍ବଚିତ ହୋଇଛନ୍ତି। ବିଜେଡି ଦଳ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ଅଧିକାର କରିଛି। ନନ୍ଦିନୀ ମଳିକ ବାଲିଗୁଡା ବ୍ଲକ ୧୫ନଂ ଜୋନରୁ ଜିଲ୍ଲା ପରିଷଦ ଆସନକୁ ବିଜୟୀ ହୋଇଥିଲେ। ତାଙ୍କ ଘର ବାଲିଗୁଡା ବ୍ଲକ ରିବିଙ୍ଗିଆ ପଞ୍ଚାୟତରେ।
Popular Categories



