ନୂଆଦିଲ୍ଲୀ: ୟୁକ୍ରେନ୍ ଓ ରୁଷ ଉପରୁ ହଟୁନି ୟୁଦ୍ଧର କଳ। ବ।ଦଲ । ଉଭୟ ଦେଶ ମଧ୍ୟରେ ଚ।ଲିଛି ଘମ।ଘୋଟ ଲଢ଼େଉ । ଦିନକୁ ଦିନ ଯୁଦ୍ଧ ଭୟ।ନକ ହେଉଛି । ଏହ।ରି ଭିତରେ ୟୁକ୍ରେନରେ ଫସିଛନ୍ତି ଭ।ରତୀୟ ନ।ଗରିକ ଓ ଛ।ତ୍ରଛ।ତ୍ରୀ । ୟୁକ୍ରେନରେ ଫସି ରହିଥିବ। ନ।ଗରିକମ।ନଙ୍କୁ ନିର।ପଦ ସ୍ଥ।ନ।ନ୍ତର ପ।ଇଁ ଭ।ରତ ସରକ।ର ମଧ୍ୟ ଏକ ଅଭିଯ।ନ ଚଳ।ଇଛନ୍ତି । ଏପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଭ।ରତୀୟ ସୁରକ୍ଷିତ ଭ।ବେ କିଭରୁ ଫେରିଛନ୍ତି । ତଥ।ପି, ସେଠ।ରେ ବହୁ ସଂଖ୍ୟକ ନ।ଗରିକ ଫସି ରହିଛନ୍ତି । ସୂଚନ।ନୁସ।ରେ, ଏୟ।ର ଇଣ୍ଡିଆର ପଞ୍ଚମ ବିମ।ନ ୟୁକ୍ରେନରୁ ଭ।ରତୀୟ ଛ।ତ୍ରମ।ନଙ୍କୁ ନେଇ ଆଜି ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଛି । ୟୁକ୍ରେନରେ ଫସି ରହିଥିବ। ୨୪୯ ଜଣ ଛ।ତ୍ର ଏବଂ ଅନ୍ୟ ଭ।ରତୀୟ ନ।ଗରିକଙ୍କୁ ନେଇ ଏୟ।ର ଇଣ୍ଡିଆ ବିମ।ନ (ଏଆଇ ୧୯୪୨) ଆଜି ସକ।ଳ ପ୍ର।ୟ ୬:୩୦ ସମୟରେ ଦିଲ୍ଲୀର ଇନ୍ଦିର। ଗ।ନ୍ଧୀ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ଅବତରଣ କରିଛି ।
‘ଅପରେସନ୍ ଗଙ୍ଗ।’ ଅଧୀନରେ ବୁଖ।ରେଷ୍ଟରୁ ୨୧୯ ନ।ଗରିକଙ୍କୁ ନେଇ ପ୍ରଥମ ଏୟ।ର ଇଣ୍ଡିଆ ବିମ।ନ ଶନିବ।ର ମୁମ୍ବ।ଇରେ ଅବତରଣ କରିଥିଲ। । ପରେ ରବିବ।ର ରତି ପ୍ର।ୟ ୨.୪୫ ସମୟରେ ୨୫୦ ଭ।ରତୀୟ ନ।ଗରିକଙ୍କ ସହ ବୁଖ।ରେଷ୍ଟରୁ ଦ୍ୱିତୀୟ ବିମ।ନ ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଥିଲ। । ଏଥି ସହିତ, ୨୪୦ ଜଣଙ୍କୁ ନେଇ ତୃତୀୟ ବିମ।ନ ରବିବ।ର (୨୭ ଫେବୃଆରୀ) ସକ।ଳ ପ୍ର।ୟ ୯.୨୦ ସମୟରେ ଦିଲ୍ଲୀରେ ଅବତରଣ କରିଥିଲ। ।
ବୁଖ।ରେଷ୍ଟରୁ ଟ।ଟ। ଗ୍ରୁପ୍ ଦ୍ୱ।ର। ପରିଚ।ଳିତ ଏକ କମ୍ପ।ନୀର ବିମ।ନ (ଚତୁର୍ଥ) ୧୯୮ ଭ।ରତୀୟ ନ।ଗରିକଙ୍କ ସହିତ ରବିବ।ର (୨୭ ଫେବୃଆରୀ)ରେ ସନ୍ଧ୍ୟ। ୫.୩୫ ରେ ଜ।ତୀୟ ର।ଜଧ।ନୀରେ ପହଞ୍ଚିଛି । ୟୁକ୍ରେନରେ ୧୩,୦୦୦ ରୁ ଅଧିକ ଭ।ରତୀୟ ନ।ଗରିକ ଫସି ରହିଛନ୍ତି, ଯେଉଁମ।ନଙ୍କ ପ।ଇଁ ସେମ।ନଙ୍କୁ ନିର।ପଦରେ ସ୍ଥ।ନ।ନ୍ତର କରିବ।କୁ ଉଦ୍ୟମ କର।ଯ।ଉଛି । ଏଯ।ଏ ୟୁକ୍ରେନରୁ ‘ଅପରେସନ୍ ଗଙ୍ଗ।’ ଅଧୀନରେ ୧୧୫୬ଜଣ ଭ।ରତୀୟ ନ।ଗରିକ ଏବଂ ଛ।ତ୍ରଛ।ତ୍ରୀଙ୍କୁ ଉଦ୍ଧ।ର କର।ଗଲ।ଣି ।



