www.samajalive.in
Friday, December 12, 2025
15.1 C
Bhubaneswar

ରୁଷିଆ ବିମାନ ଉପରେ କ୍ଷେପଣାସ୍ତ୍ର ମାଡ଼: ୧୫ମୃତ

ମସ୍କୋ : ସିରିଆ କ୍ଷେପଣାସ୍ତ୍ର ମାଡ଼କରି ରୁଷିଆର ଏକ ଆଇଏଲ-୨୦ଏମ୍‍ ବିମାନ ଖାସାଇଦେବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଭୂମଧ୍ୟସାଗର ଅଞ୍ଚଳ ଲାଟାକିଆଠାରେ ଏହି ଘଟଣା ଘଟିଛି। ଏଥିପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଇସ୍ରାଏଲକୁ ଦାୟୀ କରାଯାଇଛି। ଇସ୍ରାଏଲ ସମ୍ପୃକ୍ତ ଅଞ୍ଚଳରେ ସାମରିକ କାରବାର ଚଳାଇଥିବାବେଳେ ଉପକୂଳଠାରୁ ୩୫କିଲୋମିଟର ଦୂରରେ ଥିବା ରୁଷିଆ ବିମାନକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଇସ୍ରାଏଲ ପୂର୍ବରୁ ସୂଚନା ଦେଇ ନଥିବା ବିଭାଗୀୟ ମୁଖପାତ୍ର କହିଛନ୍ତି। ତେବେ ଇସ୍ରାଏଲ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories