www.samajalive.in
Tuesday, December 9, 2025
15.1 C
Bhubaneswar

ଖରଣୀପଡା ସରପଞ୍ଚ ହେଲେ ଅପ୍ରତିଦ୍ୱନ୍ଦି 

ପାତ୍ରପୁର :  ପାତ୍ରପୁର ବ୍ଳକରେ ଦ୍ୱିତୀୟ ସରପଞ୍ଚ ଭବେ ଖରଣିପଡା ସରପଞ୍ଚ ଅପ୍ରତିଦ୍ୱନ୍ଦି ହୋଇଥିବା ଜଣା ଯାଇଛି। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଜିତେନ୍ଦ୍ର କୁମାର ପଣ୍ଡା ଏକମାତ୍ର ପ୍ରାର୍ଥୀ ରହିବା ଯୋଗୁଁ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଛି।ପାତ୍ରପୁର ବ୍ଳକ ଗୁଡିପଦର ସରପଞ୍ଚ ଶ୍ରୀଦେବୀ ଏକ ମାତ୍ର ପ୍ରାର୍ଥୀ ଭ।ବେ ନାମାଙ୍କନ କରି ପୂର୍ବରୁ ସରପଞ୍ଚ ହେବା ନିଶ୍ଚିତ ହୋଇଥିଲା। ତେବେ ଖରଣୀପଡା ପଞ୍ଚାୟତ ରେ ଚାରିଜଣ ନାମାଙ୍କନ ପତ୍ର ଦାଖଲ କରି ଥିଲେ। ଯାଞ୍ଚ ବେଳେ ଜଣେ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଥିବା ବେଳେ ଆଜି ଅନ୍ୟ ଦୁଇଜଣ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ଥିଲେ।  ଫଳରେ ଜିତେନ୍ଦ୍ର ଏକ ମାତ୍ର ପ୍ରାର୍ଥୀ ରହିଥିବା ଯୋଗୁଁ ସରପଞ୍ଚ ହେବା ନିଶ୍ଚିତ ହୋଇଛି। ତେବ ସରକାରୀ ଭବେ ଘୋଷଣା ହେବାକୁ ବାକି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories