ରେଙ୍ଗାଲି: ରେଙ୍ଗାଲି ମହାବୀର ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ରାଜୀବ କୁମାର ମିଶ୍ରଙ୍କ ସଭାପତିତ୍ବରେ କବି ଚକ୍ରବର୍ତ୍ତୀ ଲାଲ ରତ୍ନାକର ସିଂହଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନଷ୍ଠିତ ହୋଇଥିଲା। ସଭାରେ ଅଧ୍ୟାପକ ଅଜୟ କୁମାର ସାହୁ ଦୀପ ପ୍ରଜ୍ବଳନ କରିଥିଲେ ଓ ପରେ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।
Popular Categories



