www.samajalive.in
Sunday, December 14, 2025
14.1 C
Bhubaneswar

ଜାଣନ୍ତୁ ,ଜାତକ ସହ ବିବାହର କଣ ସଂଯୋଗ ରହିଛି

ପ୍ରତ୍ୟେକଙ୍କ ଜାତକରୁ ତାଙ୍କ ଜୀବନ ସମ୍ବନ୍ଧରେ ବହୁ ସୂଚନା ମିଳିଥାଏ। ସେହିଭଳି ବିବାହ ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟା ମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ସ୍ୱାମୀ ସହ ସମ୍ବନ୍ଧିତ। ଶୁକ୍ରଙ୍କର ଅବସ୍ଥିତି ସ୍ୱାମୀର ସ୍ୱଭାବ ଏବଂ କର୍ମକ୍ଷେତ୍ର ବିଷୟରେ ସୂଚନା ଦେଇଥାଏ। କିଛି ତଥ୍ୟ ରାଶିରୁ ମଧ୍ୟ ଜଣାଯାଏ।
ଯେଉଁମାନଙ୍କର ଜାତକରେ ବୃହସ୍ପତି ତଥା ମଙ୍ଗଳ ରହିଥାଆନ୍ତି, ସେମାନଙ୍କ ପତି ସାଧାରଣ ହୋଇଥାଆନ୍ତି।
ବୃଷ, କନ୍ୟା, ମକର, ମେଷ, ସିଂହ, ଧନୁ ରାଶି ମହିଳା ମାନଙ୍କର ପତି ସାଧାରଣ ଭାବେ ରୋଜଗାର କରିଥାଆନ୍ତି।
ଯଦି କନ୍ୟା ମାନଙ୍କର ଆଙ୍ଗୁଠି ପତଳା ଏବଂ ସରୁ ତେବେ ସେମାନଙ୍କ ଜୀବନସାଥୀଙ୍କର ସାଧାରଣ ଚାକିରୀ ହେବାର ସମ୍ଭାବନା ଅଧିକ ରହିଥାଏ।
ଚନ୍ଦ୍ରମା, ଶୁକ୍ର କିମ୍ବା ବୁଧ ପ୍ରଧାନରେ ଥିଲେ ମହିଳାଙ୍କୁ ଅଧିକ ଉନ୍ନତିକ୍ଷମ ସ୍ୱାମୀ ମିଳନ୍ତି।
କର୍କଟ, ବିଛା , ମୀନ, ମିଥୁନ, ତୁଳା , କୁମ୍ଭ, ରାଶି କନ୍ୟା ମାନଙ୍କୁ ଅଧିକ ନାମ କରିଥିବା ପତି ମିଳନ୍ତି।
ମହିଳାଙ୍କ ଜାତକରେ ଶୁକ୍ର ଓ ଚନ୍ଦ୍ରମା ଉତ୍ତମ ସ୍ଥାନରେ ଥିଲେ ତାଙ୍କ ଜୀବନସାଥୀ ମାନେ ଶାନ୍ତ ସ୍ୱଭାବର ହୋଇଥାଆନ୍ତି।
ବୃଷ, କନ୍ୟା, ମକର ରାଶି ମାନଙ୍କ ପତି ଅଧିକ ଶାନ୍ତ ଚରିତ୍ରର ହୋଇଥାଆନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories