www.samajalive.in
Sunday, December 14, 2025
26.1 C
Bhubaneswar

ପୁନେରେ ପ୍ରଭୁ ବିଘ୍ନହର୍ତ୍ତାଙ୍କ ପୂଜା ଉତ୍ସବ

ଭାରତର ପୁନେ ସହର ଏକ ସୌନ୍ଦର୍ଯ୍ୟମୟ ଓ ଭ୍ରମଣ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ମହାରାଷ୍ଟ୍ରର ସାସ୍କୃତିକ ନଗର। ଜୀବନଶୈଳୀ ଦୃଷ୍ଟିରୁ ଏହା ଦେଶର ଏକ ନମ୍ବର ସହର। ଏହି ଗଣେଶ ପୂଜା ସମୟରେ ଏହା ଉତ୍ସବ ମୁଖର ଓ ଖୁବ ଧୁମଧାମରେ ପାଳନ କରାଯାଏ। ପ୍ରାୟ ୧୮୯୪ ମସିହାରେ ବାଲ ଗଙ୍ଗାଧର ତିଳକ ଏଠାରେ ସାର୍ବଜନୀନ ରୂପରେ ଶ୍ରୀ ଗଣେଶ ଉତ୍ସବ ପାଳନ ଆରମ୍ଭ କରିଥିଲେ।
ଯେଉଁ ଋତୁରେ ଏଠାକୁ ଭ୍ରମଣ ନିମନ୍ତେ ଗଲେ ମଧ୍ୟ ବହୁତ ଭଲ ଲାଗିଥାଏ। ବହୁ ଦେଶବିଦେଶରୁ ଏଠାକୁ ଲୋକେ ବୁଲିବା ପାଇଁ ଆସିଥାଆନ୍ତି। ଭ୍ରମଣ ନିମନ୍ତେ ଏଠି ବହୁ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ତେଣୁ ଅନ୍ୟ ସହର ତୁଳନାରେ ଏହା ଶ୍ରେଷ୍ଠ ଅଟେ।
ଏହି ଗଣେଶ ପୂଜା ସମୟରେ ଏଠାରେ ‘ଗଣପତି ବପା ମୋରିଆ’ ଏହି ଧ୍ୱନି ଶୁଣିବାକୁ ମିଳିଥାଏ। ଏଠାରେ ପ୍ରଭୁଙ୍କ ପୂଜା ଦେଖିବା ନିମନ୍ତେ ଦେଶବିଦେଶରୁ ମଧ୍ୟ ବହୁ ଲୋକେ ଆସିଥାଆନ୍ତି। ବିରାଟକାୟ ଗଣେଶଙ୍କ ମୂର୍ତ୍ତି ପ୍ରାୟ ସବୁଠାରେ ଦେଖିବାକୁ ମିଳିଥାଏ। ମହାରାଷ୍ଟ୍ରର ପର୍ଯ୍ୟଟନ ବିକାଶ ମଣ୍ଡଳ ‘ପୁନେ ଉତ୍ସବ’ ନାମକ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୁଏ। ଯେଉଁଥିରେ ନୃତ୍ୟ, ସଂଙ୍ଗୀତ, ନାଟକ ବିଭିନ୍ନ ଖେଳ ଆଦି ପ୍ରସାରିତ ହୋଇଥାଏ।
ଅନ୍ୟାନ୍ୟ ମନ୍ଦିରମାନଙ୍କୁ ମଧ୍ୟ ଏହି ସମୟରେ ବହୁ ଭିଡ଼ ଜମିଥାଏ।
ଗମନାଗମନ ଦୃଷ୍ଟିରୁ ଏଠାକୁ ବିମାନରେ ,ଟ୍ରେନରେ ଯାଇପାରିବେ। ବିମାନବନ୍ଦର ଓ ଷ୍ଟେସନରେ ଓହ୍ଲାଇ ସେଠାରୁ ବସ, ଟ୍ୟାକ୍ସି ଆଦିରେ ସୁବିଧାରେ ଯାଇପାରିବେ।
..

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories