www.samajalive.in
Saturday, December 13, 2025
26.1 C
Bhubaneswar

ଆଳୁର ଔଷଧୀୟ ଗୁଣ

ଆଳୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବା ଅଟେ। ଏହାକୁ ପରିବା ମାନଙ୍କର ରାଜା କୁହାଯାଇଥାଏ। ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ। ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେ ମାନେ ଆଳୁ ଖାଇଥାଆନ୍ତି। ଆଳୁ ଖାଇବା ଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ। ଜାଣନ୍ତୁ ତାହା କଣ ….
ଆଳୁରେ ଫାଇବର , ପୋଟାସିୟମ, ଭିଟାମିନ ସି ଓ ବି ଥିବାରୁ ଏହା କୋଲେଷ୍ଟ୍ରଲର ମାତ୍ରାକୁ କମ କରେ। ଯାହା ଦ୍ୱାରା ଆମ ହୃଦୟ ସୁସ୍ଥ ରହିଥାଏ।
ଆଳୁରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ। ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ।
ଆଳୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ।
ରାତିରେ ଭଲ ନିଦ ହୋଇଥାଏ।
ବାର୍ଦ୍ଧକ୍ୟ ବଢାଉଥିବା ଶକ୍ତିକୁ କମ କରିଥାଏ।
ତ୍ୱଚାକୁ ସୁନ୍ଦର କରିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories