ମହିଳା ହୋମଗାର୍ଡଙ୍କ ଆତ୍ମାହୂତି ଉଦ୍ୟମ

0

ଭୁବନେଶ୍ବର: ଲୋୟର ପିଏମଜି ଛକରେ ଜଣେ ମହିଳା ହୋମଗାର୍ଡ ଆତ୍ମାହୂତି ଉଦ୍ୟମ କରିଛନ୍ତି। ସେ ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ପୁଲିସ କର୍ମଚାରୀମାନେ ଉଦ୍ଧାର କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିସିପି କାମ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Leave A Reply