www.samajalive.in
Sunday, December 14, 2025
17.1 C
Bhubaneswar

ପୁରୁଣାକଟକ ଏବିଭିପିର ନଗର ସମ୍ମିଳନୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ସମ୍ମିଳନୀ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ଏବଂ ସାମ୍ମନିତ ଅଥିତି ଭାବେ ବଲାଙ୍ଗୀର ବିଭାଗର ଦେବାଶିଷ ପ୍ରଧାନ ଯୋଗ ଦେଇଥିଲେ। ବୌଦ୍ଧ ଜିଲା ସଂଯୋଜକ ଦେବାଶିଷ ସେଠି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରବୀଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

 

- Advertisement -

ସମ୍ମିଳନୀର ନୂତନ କାର୍ୟକାରିଣୀ ଗଠନ କରାଯାଇ ଥିଲା। ନଗର ସଭାପତି ମନୋଜ କୁମାର ପାଠୀ ,ଦୟା ସାଗର ବେହେରା, ନଗର ସମ୍ପାଦକ ପ୍ରତୀକ ବେହେରା, ଶୁଭେନ୍ଦୁ ଶେଖର କର୍ଣ୍ଣ ସହ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା ଏବଂ ସ୍ବଦେଶନା ଦେହୁରୀ ,ଅର୍ଚ୍ଚିତା ସାହୁ, ରୁନୁ ଡାଙ୍ଗ, ଅଲିଭା ଗିରି ,ଲିଲି ନାୟକ, ସୁପ୍ରିୟ ସେଠି, ଅଙ୍କିତା ସେଠି. ସମ୍ପାଦିକା ଅକ୍ଷୟ କୁମାର ବେହେରା ନଗର କାର୍ୟ୍ୟକାରିଣୀ ଓ ଅନ୍ୟାନ୍ୟ ଦାୟିତ୍ୱ ପାଇଁ ମନୋନୀତ କରାଯାଇଥିଲା। ଶେଷରେ ଜିଲା ସଂଯୋଜକ ଦେବାଶିଷ ସେଠି ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories