www.samajalive.in
Saturday, December 6, 2025
14.1 C
Bhubaneswar

ସାଢେ ତିନି କ୍ବିଣ୍ଟାଲ ଗଞ୍ଜେଇ ଜବତ

ମୁଖୀଗୁଡା : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଢୁଲୁ ଘାଟି ଦେଇ କଳାହାଣ୍ଡି କୁ ଆସୁଥିବା ଏକ ବୋଲେରୋରେ ଥିବା  ଗଞ୍ଜେଇ ଜବତ କରିଛି ଜୟପାଟଣା ପୁଲିସ ଏବଂ ଦୁଇ ଜଣଙ୍କୁ  ଥାନାରେ ଅଟକ ରଖିଛି। ଗତ ରାତିରେ ଏକ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ କଳାହାଣ୍ଡି ନବରଙ୍ଗପୁରକୁ ସଂଯୋଗ କରୁଥିବା ଢୁଲୁଘାଟି  ଦେଇ ଆସୁଥିଲା । ଜୟପାଟଣା ପୁଲିସ କୌଣସି ସୁତ୍ରରୁ ଖବର ପାଇ ବୋଲେରୋରେ ଥିବା ୩.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରି ୨ ଜଣକୁ ଅଟକ ରଖାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories