www.samajalive.in
Saturday, December 13, 2025
23.1 C
Bhubaneswar

କେରଳରେ ପ୍ରବଳ ବର୍ଷା : ୮ ମୃତ, ୧୨ ନିଖୋଜ

ତିରୁଅନନ୍ତପୁରମ୍ : କେରଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । କୋଟାୟମ୍‍ ଜିଲ୍ଲାର ପ୍ଲାପାଲି ଠାରେ ଭୂସ୍ଖଳନ ହୋଇଛି । ଏହା ଯୋଗୁଁ ତିନୋଟି ଘର ଭାସିଯାଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨ ଜଣ ଲୋକ ନିଖୋଜ ଅଛନ୍ତି । ସେଠାରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟକୁ ଜୋରସୋରରେ ଆରମ୍ଭ ହୋଇଯାଇଛି ଏବଂ କର୍ତ୍ତୃପକ୍ଷ ବିମାନ ବାହିନୀର ସହାୟତା ଲୋଡ଼ିଛନ୍ତି । ଅଧିକାଂଶ ସ୍ଥାନ ବନ୍ୟାପ୍ଲାବିତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି । କେରଳରେ ଥିବା ଭାରତୀୟ ବିମାନ ବାହିନୀ ଓ ସେନାବାହିନୀର ଯବାନମାନେ ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଏମଆଇ-୧୭ ଓ ସାରଙ୍ଗ ହେଲିକପ୍ଟର ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ସର୍ଦ୍ଦନ୍‍ ଏୟାର୍‍ କମାଣ୍ଡର ସମସ୍ତ ଘାଟିରେ ସତର୍କତା ଜାରି କରିଛନ୍ତି ।

କେତେକ ଜିଲ୍ଲାରେ ପ୍ରବଳ ବ​​ର୍ଷା ଲାଗିରହିଥିବା ବେଳେ ୬ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories