www.samajalive.in
Friday, December 12, 2025
14.1 C
Bhubaneswar

ଋଷିକୂଲ୍ୟା ନଦୀରୁ ଉଦ୍ଧାର ମୂର୍ତ୍ତିକୁ କାଶି ବିଶ୍ୱନାଥ ମନ୍ଦିରରେ ପୂଜନ ପାଇଁ ପ୍ରଦାନ

ଗଞ୍ଜାମ : ଗଞ୍ଜାମ ସହର ନିକଟସ୍ଥ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟ ଋଷିକୂଲ୍ୟା ନଦୀରୁ ଉଦ୍ଧାର ହୋଇଥିବା ଚନ୍ଦ୍ର ଶେଖରଙ୍କ ଯୁଗଳ ମୂର୍ତ୍ତି ଓ ଭଗ୍ନ ନାଗ ମୁର୍ତ୍ତୀ ଗୁଡିକୁ ସହର ସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ ପୂଜନ ନିମନ୍ତେ ପ୍ରଦାନ କରାଯାଇଥିବା ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ କୂଳରୁ ଉଦ୍ଧାର କରାଯାଇଥିଲା। ପରେ ମୂର୍ତ୍ତି ଗୁଡିକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଦେଖିବା ସହ କୌଣସି ବ୍ୟକ୍ତି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା ପରେ କୌଣସି ଏକ ମନ୍ଦିରକୁ ପୂଜନ ନିମନ୍ତେ ଦେବା ପାଇଁ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଶେଷରେ ସ୍ଥାନୀୟ ଯୁବ ବିଜେଡି ନଗର ସଭାପତି ସୁଧିର କୁମାର ପାଢୀ, କାହ୍ନୁ ତରାଇ, ସୁରିୟା ପ୍ରଧାନ ପ୍ରମୁଖ କାଶି ବିଶ୍ୱନାଥ ମଦିର ପୂଜନ ପାଇଁ ପ୍ରଦାନ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories