www.samajalive.in
Friday, December 12, 2025
14.1 C
Bhubaneswar

ଆଠଗଡ ବିକାଶମଞ୍ଚ ପକ୍ଷରୁ ଲୁଗା ବଣ୍ଟନ

ଗୁରୁଡିଝାଟିଆ :  ଶାରଦୀୟ ଦୂର୍ଗାପୂଜାରେ ନିଆରା ଢଙ୍ଗରେ ଅଭାବୀମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରି ପୁଜାଉତ୍ସବ ପାଳନ କରିଛି ଆଠଗଡ ବିକାଶ ମଞ୍ଚ। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଖୁଣ୍ଟୁଣୀ ନିକଟସ୍ଥ ରାଜାଆଠଗଡ ରେଳ ରହଣିସ୍ଥାନ ନିକଟରେ ଥିବା ବସ୍ତିରେ ପହଞ୍ଚିଥିଲେ। ସେଠରେ ଥିବା ଅଭାବୀ ଅସହାୟ ଦୁଃଖୀ ଓ ଦୃଷ୍ଟି ବାଧିତ ମହିଳାମାନଙ୍କୁ ନୂତନ ଲୁଗା ପ୍ରଦାନ କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories